Cricket

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

ମୁମ୍ବାଇ: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲ କରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା । ସଚିନ ହେଉଛନ୍ତି ମୁମ୍ବାଇ ପୁର୍ବତମ ଖେଳାଳୀ ସଚିନଙ୍କ ପୁଅ । ଇଣ୍ଡିଆନ ମୁମ୍ବାଇକୁ ସନରାଇଜର ଠାରୁ ଜିତିବାକୁ ୧୪ ରନ ଦରକାର ଥିଲା ।ସେତେବେଳେ ଅର୍ଜୁନ ଦମଦାର ବୋଲିଙ୍ଗ କରିଥିଲେ । ଶେଷ ଓଭରରେ ଜେତେବେଳେ ତାଙ୍କ ଉପରେ ଦାଇତ୍ୱ ଦିଆ ଯଇଥିଲା ସେତେବେଳେ ସେ ଉଇକେଡ ନେଇ ବିଜୟ ୨୦ ରନରେ ବିଜ୍ର କରାଇଥିଲେ । ଅର୍ଜୁନଙ୍କ ଏହି ପରି ବୋଲିଙ୍ଗ ଦେଖି ତାଙ୍କୁ ସୋସିଆଲ ମିଡିଆରେ ଖୁବ ପ୍ରସଂଶା କରିଛନ୍ତି । ଅଷ୍ଟ୍ରେଲିଆ ପୁର୍ବତମ କ୍ରିକେଟର ଟମ ମୁଡି ଯିଏ ଏବେ ଆଇପିଏଲର କୋଚ ଅଛନ୍ତି ସେ ମଧ୍ୟା ଅର୍ଜୁନଙ୍କ ପ୍ରସଂଶା କରିଛନ୍ତି । ମୁଡିଙ୍କ ବିଶ୍ୱାସ ଅଛି ୨୩ ବର୍ଷୀୟ ଯୁବକ ଆଗକୁ ଆହୁରି ଭଲ ଖେଳିବ । ଅର୍ଜୁନଙ୍କ ଏପରି ଖେଳ ଦେଖି ମୁମ୍ବାଇ ଇଣ୍ଡିଆନ ଟିମ କ୍ୟାପଟେନ ତାଙ୍କୁ ଆଲିଙ୍ଗନ କରି ଉତ୍ସାହିତ କରିଥିଲେ ।

Related posts

ଭାରତୀୟ ଦଳର ବୋଲିଂ ରଣନୀତିକୁ ଦୃଷ୍ଟିରେ ରଖି ସ୍କ୍ୱାଡରେ ପରିବର୍ତ୍ତନ

Odisha Sports Bureau

IPL 2027 ପୂର୍ବରୁ ବଡ଼ ଟ୍ରେଡ୍‌ ଡିଲ୍‌: ପଞ୍ଜାବକୁ ଯିବେ ହାର୍ଦ୍ଦିକ, ମୁମ୍ବାଇରେ ସାମିଲ ହେବେ ଅର୍ଶଦୀପ

Odisha Sports Bureau

କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି ଭାରତର ଅଭିଜ୍ଞ ଓପନିଂ ବ୍ୟାଟର ପୁନମ ରାଉତ

Odisha Sports Bureau