Cricket

ବାଙ୍ଗାଲୋର ଜିତିଲା ଟସ ; ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତ

ବ୍ୟୁରୋ : ଆଇପିଏଲରେ ଆଜି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ବାଙ୍ଗାଲୋର ଓ ଗୁଜୁରାଟ ମଧ୍ୟରେ ଖେଳାଯିବ । ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତ ନେଇଛନ୍ତି ବାଙ୍ଗାଲୋର କ୍ୟାପଟେନ ଫାପ ଡୁ ପ୍ଲେସିସ । ପ୍ରଥମେ ବୋମିଙ୍ଗ କରିବ ପାଣ୍ଡ୍ୟାଙ୍କ ଟିମ ।

ସୂଚନାନୁଯାୟୀ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ବେଶ ଭଲ ପ୍ରଦର୍ଶନ କରୁଛି । ୮ ଟି ମ୍ୟାଚ ଖେଳି ୭ଟି ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ନୂଆ ଆଇପିଏଲ ଟାଇଟଲ ଦାବିଦାର ଭାବରେ ଦଳ ଉଭା ହୋଇଛି । ଦଳ ବ୍ୟାଟିଙ୍ଗ ବୋଲିଙ୍ଗ ସବୁ ଥିରେ ଭଲ ପ୍ରଦର୍ଶନ ଜାରି ରଖିଛି ।

Related posts

୪୪ ବର୍ଷ ବୟସରେ ପଦାର୍ପଣ କଲେ ମହେନ୍ଦ୍ର ସିଂ ଧୋନୀ

ଆଇପିଏଲ ୨୦୨୬ ପରେ ଅବସର ନେବେ ଧୋନୀ!

Odisha Sports Bureau

୪୦ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ପ୍ରିୟଜନଙ୍କୁ ଦେଉଛନ୍ତି ଦାମୀ ଉପହାର…

Odisha Sports Bureau