Cricket

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ଚାଲିଥିବା ‘ଆଇସିସି ମହିଳା ବିଶ୍ୱ କପ୍‌’ରେ ଆଜି ୫୦ ଓଭର୍‌‌ ଖେଳି ଭାରତୀୟ ଦଳ ୭ ୱିକେଟ୍‌ରେ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିଛନ୍ତି। ୫ମ ୱିକେଟ୍‌ ଭାବେ ଖେଳିବାକୁ ଯାଇଥିବା ହର୍‌ମାନ୍‌ପ୍ରୀତ୍‌ ୪୭ଟି ବଲ୍‌ ଖେଳି ୬ଟି ଚୌକା ମାରିବା ସହ ୫୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୭ମ ୱିକେଟ୍‌ରେ ଆସିଥିବା ଭାରତୀୟ ଦଳର ଉପଅଧିନାୟିକା ପୂଜା ବସ୍ତ୍ରକାର ମାତ୍ର ୪୭ଟି ବଲ୍‌ ଖେଳି ୬୪ ରନ୍‌ କରିଥିଲେ। ଆଜି ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ୬ ଥର ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

Related posts

କଠୋର ହେଲା ଦିଲ୍ଲୀ ପ୍ରାଞ୍ଚାଇଜ୍ : ନିୟମ ଭାଙ୍ଗିଲେ ଖେଳାଳୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Sports Bureau

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

ବ୍ରିଟିଶମାନଙ୍କୁ ଦିନରେ ତାରା ଦେଖାଇଲେ ଅଶ୍ୱିନ-ଜାଡେଜା ଏବଂ ଜୈସୱାଲ; ହାଇଦ୍ରାବାଦ ଟେଷ୍ଟରେ ଭାରତ ଦୃଢ଼

Odisha Sports Bureau