Football

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ । ଲିଓନେଲ୍ ମେସିଙ୍କ ପରିବାରରେ ମାଡ଼ିଆସିଛି ଦୁଃଖ। କାରଣ ଭଉଣୀ ମାରିଆ ଏବେ ହସ୍ପିଟାଲରେ ଭର୍ତ୍ତି। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ମାରିଆ । ସୂଚନା ଅନୁସାରେ, ତାଙ୍କ ଶରୀରରେ ଅନେକ ଅଙ୍ଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । କିଛି ଅଂଶ ଜଳିଯାଇଥିବା ମଧ୍ୟ କୁହଯାଉଛି । ସବୁଠାରୁ ବଡ଼ କଥା ହେଉଛି, ନୂଆବର୍ଷରେ ତାଙ୍କ ବିବାହ ହେବାର ଥିଲା । କିନ୍ତୁ ଏବେ ବାହା ଘର ବାତିଲ ହୋଇଛି । ବିବାହ ର୍ପୂବରୁ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ମେସିଙ୍କ ଭଉଣୀ ।

Related posts

ସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲା

Odisha Sports Bureau

ତାଳଚେର ଥର୍ମାଲ ଏନ. ଟି. ପି. ସି. ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣା ମେଣ୍ଟଅନୁଷ୍ଠିତ

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau