Football

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ । ଲିଓନେଲ୍ ମେସିଙ୍କ ପରିବାରରେ ମାଡ଼ିଆସିଛି ଦୁଃଖ। କାରଣ ଭଉଣୀ ମାରିଆ ଏବେ ହସ୍ପିଟାଲରେ ଭର୍ତ୍ତି। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ମାରିଆ । ସୂଚନା ଅନୁସାରେ, ତାଙ୍କ ଶରୀରରେ ଅନେକ ଅଙ୍ଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । କିଛି ଅଂଶ ଜଳିଯାଇଥିବା ମଧ୍ୟ କୁହଯାଉଛି । ସବୁଠାରୁ ବଡ଼ କଥା ହେଉଛି, ନୂଆବର୍ଷରେ ତାଙ୍କ ବିବାହ ହେବାର ଥିଲା । କିନ୍ତୁ ଏବେ ବାହା ଘର ବାତିଲ ହୋଇଛି । ବିବାହ ର୍ପୂବରୁ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ମେସିଙ୍କ ଭଉଣୀ ।

Related posts

ଫିଫା ମହିଳା ବିଶ୍ୱକପରେ ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ମଞ୍ଚେଷ୍ଟର ସିଟିରୁ ଦୁଇ ବର୍ଷର ପ୍ରତିବନ୍ଧକ ହଟାଗଲା, ବର୍ତ୍ତମାନ ଚାମ୍ପିଅନ୍ସ ଲିଗରେ ଖେଳିବାର ରାସ୍ତା ସଫା

Odisha Sports Bureau

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

Odisha Sports Bureau