Cricket

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

ବାରବାଟୀରେ ହାଇଭୋଲଟେଜ୍ ମ୍ୟାଚ ପାଇଁ ଅପେକ୍ଷା ଶେଷ ହୋଇଛି । ବହୁ ପ୍ରତୀକ୍ଷିତ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । ଉଭୟ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ପହଂଚିଥିଲେ । ସନ୍ଧ୍ୟା ୬ଟା ୩୦ରେ ଟସ୍‌ ପଡ଼ିଥିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବା କୁ ନିଷ୍ପତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ତେବେ ଗତକାଲି ଉଭୟ ଟିମ୍ ୩ ଘଣ୍ଟିଆ ଅଭ୍ୟାସ୍ କରିଥିଲେ । ଏପରିକି ଟିମ୍ ଇଣ୍ଡିଆର ୪ ଖେଳାଳି ଏବଂ କୋଚ୍ ଆଜି ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଛନ୍ତି । ୩ ଥାକିଆ ସୁରକ୍ଷା ବଳୟରେ ରହିଛି ବାରବାଟୀ ଷ୍ଟାଡିୟମ ।

Barabati T20I Clash: Team India To Bat First At Cuttack After SKY Loses  Another Toss | OdishaBytes

Related posts

ODI ବିଶ୍ୱକପ୍ 2027: ଟିମ୍ ଇଣ୍ଡିଆର ଏହି 20 ଜଣ ଖେଳାଳିଙ୍କୁ ବିଶ୍ୱକପ୍ ଦଳ ପାଇଁ ଚୟନ କରାଯିବ?

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau