Cricketଆଜି ବାରବାଟୀରେ ବିଗ ଫାଇଟOdisha Sports BureauDecember 9, 2025 by Odisha Sports BureauDecember 9, 202507 ଆଜି ବାରବାଟୀରେ ବିଗ ଫାଇଟ । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ସନ୍ଧ୍ୟା ୭ଟାରେ ଖେଳାଯିବ...