Tag : An emphatic victory for Australia in the second match

Hockey

ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ

Odisha Sports Bureau
ଭୁବନେଶ୍ବର :ଶୁକ୍ରବାର ଅନୁଷ୍ଠିତ ହକି ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍ । ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦଳ ମୁହଁମୁହିଁ ହୋଇଥିଲେ।...