Cricketନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଛନ୍ତି ୱାଶିଂଟନ ସୁନ୍ଦରOdisha Sports BureauJanuary 12, 2026 by Odisha Sports BureauJanuary 12, 2026063 ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି । ଭଦୋଦରାର ବିସିଏ ଷ୍ଟାଡିୟମରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବା ସମୟରେ ସୁନ୍ଦର...