CricketT20 କ୍ରିକେଟ୍ରେ ଇତିହାସ ରଚିଛନ୍ତି ଚାଡ୍ ଲେକକ୍Odisha Sports BureauOctober 15, 2026 by Odisha Sports BureauOctober 15, 202609 ଚାଡ୍ ଲେକକ୍ ଦକ୍ଷିଣ ଆଫ୍ରିକାର ଟି-୨୦ କ୍ରିକେଟରେ ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍ ନେଇଥିବା ପ୍ରଥମ ବୋଲର ହୋଇ ଇତିହାସ ରଚିଛନ୍ତି। ୧୯ ବର୍ଷୀୟ ଖେଳାଳି ପିଟରମାରିଜବର୍ଗରେ ଅନୁଷ୍ଠିତ CSA ପ୍ରୋ-୨୦ କପରେ ଟାଇଟାନ୍ସ...