Cricketକୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶOdisha Sports BureauAugust 10, 2023 by Odisha Sports BureauAugust 10, 2023085 କୋଲକାତା: ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗତକାଲି ରାତି୯ଟା ସମୟରେ ନିଆଁ ଲାଗିଛି । ଡ୍ରେସିଂ ରୁମରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ନିଆଁ ଲିଭାଇବାପାଇଁ ଅଗ୍ନିଶମ...