Cricket

୫୨ ବଲରେ ବୈଭବଙ୍କ ଶତକ

ଭାରତୀୟ ଦଳର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଶତକ । U-19 ଏସିଆ କପ୍‌ର ଓପନିଂ ମ୍ୟାଚ୍‌ରେ, ସେଞ୍ଚୁରୀ ମାରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତାହା ପୁଣି ୫୬ ବଲ୍‌ରେ ୯ ଛକା ଏବଂ ୫ ଚଉକା ସହାୟତାରେ ଶହେ ରନ୍ କରିଛନ୍ତି ବୈଭବ । ୟୁଏଇ ବିପକ୍ଷରେ ଭାରତ ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳୁଛି । ଟସ୍ ଜିତି ୟୁଏଇ ବୋଲିଂ କରୁଥିବା ବେଳେ ଭାରତର ଅଧିନାୟକ ଆୟୁଷ ମାତ୍ର ୪ ରନ୍‌ରେ ଆଉଟ୍ ହୋଇଥିଲେ । କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ପୁରୁଣା ଶୈଳୀରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।

Related posts

ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟ

Odisha Sports Bureau

କେକେଆର ରେ ଆକାଶ ଦୀପଙ୍କ ସ୍ଥାନରେ ନୂଆ ଖେଳାଳି ସାମିଲ

Odisha Sports Bureau

ରାଞ୍ଚିରେ ଚମକିଲେ ବିରାଟ କୋହଲି, ୫୨ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ

Odisha Sports Bureau