Tag : Pakistan in Super 8

Cricket

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନର ୧୦୨ ରନର ବିଜୟ, ସୁପର-୮ରେ ଶେଷ ଟିମ୍ ଭାବେ ପ୍ରବେଶ

Odisha Sports Bureau
ନୂଆଦିଲ୍ଲୀ: କୋଲମ୍ବୋର R. Premadasa Stadium ରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ନାମିବିଆକୁ ୧୦୨ ରନରେ ପରାସ୍ତ କରିଛି। ଏହା ସହ ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପ୍‌ର ସୁପର-୮ରେ ଯୋଗ୍ୟତା ଅର୍ଜନ କରିଥିବା ଅଷ୍ଟମ...