Cricketବିରାଟ, କୋହଲିଙ୍କ ସମେତ ୧୧ ଖେଳାଳି T20 ବିଶ୍ଵକପରୁ ବାହାରOdisha Sports BureauJanuary 20, 2026 by Odisha Sports BureauJanuary 20, 202608 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତୀୟ କ୍ରିକେଟ୍ ଦଳର ଚିନ୍ତା ବଢ଼ାଇ ଦେଇଛି। ମାଇକେଲ୍ ବ୍ରେସୱେଲ୍ଙ୍କ ଅଧିନାୟକତ୍ୱରେ କିୱି ଦଳ ଇତିହାସ ରଚିଛି, କାରଣ ଭାରତ ମାଟିରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆକୁ ଏକ ଓଡ଼ିଆଇ ସିରିଜ୍ରେ...
CricketT20 World Cup: T20 ବି ଖେଳିବେନି ଭାରତୀୟ ଦଳର ଏହି ଖେଳାଳିOdisha Sports BureauJanuary 15, 2026 by Odisha Sports BureauJanuary 15, 2026012 ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ ଚାଲିଛି। ପ୍ରଥମ ମ୍ୟାଚ୍ ଭଦୋଦରାରେ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ଚାରି ୱିକେଟରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ରାଜକୋଟରେ...
Cricketପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାରOdisha Sports BureauJuly 4, 2024 by Odisha Sports BureauJuly 4, 2024088 ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତି ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ମୋଦୀଙ୍କ ସହ ପ୍ରାୟ ଦୁଇ...
Cricketପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳOdisha Sports BureauJuly 4, 2024 by Odisha Sports BureauJuly 4, 20240121 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଟିମ । ଚାମ୍ପିଆନ ଟିମକୁ ଭେଟି ଖେଳାଳିଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବାସଭବନରେ ମୋଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।...
Cricketପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀOdisha Sports BureauJuly 4, 2024July 4, 2024 by Odisha Sports BureauJuly 4, 2024July 4, 20240120 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛି ରୋହିତ ବାହିନୀ । ଲୋକ କଲ୍ୟାଣ ମାର୍ଗ ୭ ରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭାରତୀୟ ଟିମ ବ୍ରେକଫାଷ୍ଟ କରିବେ । ଭାରତୀୟ ଟିମ ସ୍ୱଦେଶ...
Cricketଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳOdisha Sports BureauJuly 3, 2024 by Odisha Sports BureauJuly 3, 2024088 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ଭାରତୀୟ ଟିମ ଘୂର୍ଣ୍ଣଝଡ ଯୋଗୁଁ ବାର୍ବାଡୋସରେ ଫସିଥିଲା । ଏବେ ବିସିସିଆଇର ଚାର୍ଟର ବିମାନରେ ବାର୍ବାଡୋସରୁ ଉଡାଣ ଭରିଛନ୍ତି ଭାରତୀୟ ଟିମ ।ଘୂର୍ଣ୍ଣିଝଡ ବରେଲିରେ ଫସିଥିବା...
Cricketଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନOdisha Sports BureauJuly 3, 2024July 3, 2024 by Odisha Sports BureauJuly 3, 2024July 3, 20240111 ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ଏକ ସ୍ୱତନ୍ତ୍ର ବିମାନ ଅବତରଣ କରିଛି । ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ପଠାଇଛି । ଏୟର...
Cricketସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳOdisha Sports BureauJuly 3, 2024July 3, 2024 by Odisha Sports BureauJuly 3, 2024July 3, 2024082 ମୁମ୍ବାଇ : ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ । ଆଜି କିମ୍ବା ଆସନ୍ତା କାଲି ସୁଦ୍ଧା ଭାରତୀୟ କ୍ରିକେଟ ଟିମ ଦିଲ୍ଲୀରେ ପହଞ୍ଚିବେ । ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସ୍ୱାଗତ...
Cricketଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇOdisha Sports BureauJuly 2, 2024July 2, 2024 by Odisha Sports BureauJuly 2, 2024July 2, 2024098 ନୂଆଦିଲ୍ଲୀ: ବାରବାଡୋସ ଛାଡିବ ଟି ୨୦ ବିଶ୍ୱ ବିଜେତା ଟିମ ଇଣ୍ଡିଆ । ସାମୁଦ୍ରିକ ଝଡ ପାଇଁ ୱେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ । ତେବେ ଗତକାଲି ହୁରିକେନ ‘ବେରିଲ ‘ ହିଟ କରିଛି...
Cricketଭାରତୀୟ ଦଳକୁ ବିସିସିଆଇର ୧୨୫ କୋଟି ପୁରସ୍କାରOdisha Sports BureauJuly 1, 2024July 1, 2024 by Odisha Sports BureauJuly 1, 2024July 1, 2024074 ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୁରାସ୍କାର ରାଶି ଅଜାଡ଼ି ଦେଇଛି। ସମ୍ପୂର୍ଣ୍ଣ ଦଳକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବିସିସିଆଇ...