Cricket

ଆଜି ୩ୟ ଦିନିକିଆ ମ୍ୟାଚ : ଭାରତ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ

ଦୋହା: ଦିନିକିଆ ସୃଙ୍ଖଳା ମ୍ୟାଚ ଘରୋଇ ବାଂଲାଦେଶ ବିପକ୍ଷରେ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଆଜି ଅନ୍ତିମ ମ୍ୟାଚ ଖେଳିବ । ଆଉ ସେହି ମ୍ୟାଚ ଭାରତ ପାଇଁ ବଡ ସମ୍ମାନର ପ୍ରଶ୍ନ ହେବ । ବାଂଲାଦେଶ ୨-୦ରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଜିତି ସାରିଥିବାବେଳେ ଏବେ ମୂଳପୋଚ୍ଛ ରେକର୍ଡ କରିବାର ଲକ୍ଷ୍ୟ ରଖିଛି । ଅନ୍ୟ ପଟେ ଯଦି ଆମେ ଦେଖିବା ଶୃଙ୍ଖଳା ହାରି ସାରିଥିବା ଭାରତ ଶାନ୍ତ୍ବନାମୂଳକ ବିଜୟ ସହ ସମ୍ମାନ ରକ୍ଷା ଲକ୍ଷ୍ୟ ନେଇ ଖେଳିବ। ଦିନିକିଆ ବିଶ୍ବକପ ଆଉ ୧୦ ମାସ ରହିଥିବାବେଳେ ଭାରତୀୟ ଦଳର ପ୍ରଦର୍ଶନ ଓ ଖେଳାଳି ପରିବର୍ତ୍ତନ ଆଭିମୁଖ୍ୟକୁ ଅସ୍ପଷ୍ଟ କରିଛି । ଉକ୍ତ ମ୍ୟାଚ ଚାପରେ ଥିବା ଭାରତୀୟ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

Related posts

ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀ

Odisha Sports Bureau

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau

ଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲା

Odisha Sports Bureau