Cricket

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ଉତ୍ତର ପ୍ରଦେଶର କ୍ରିକେଟର ଅମିତ ମିଶ୍ରଙ୍କ ପତ୍ନୀ ଗରିମା ତିୱାରୀ ଅମିତ ଏବଂ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଦାୟର କରିଛନ୍ତି । ଗରିମା ତିୱାରୀ କାନପୁର ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ)ଙ୍କ କୋର୍ଟରେ ଦାଖଲ କରିଛନ୍ତି ଅଭିଯୋଗ ।

IPL क्रिकेटर अम‍ित म‍िश्रा बुरे फंसे, मॉडल पत्नी ने दर्ज करवाया घरेलू हिंसा  और दहेज का केस... जानें पूरा मामला - former ipl cricketer amit mishra wife garima  tiwari ...

ଅଭିଯୋଗ ଅନୁସାରେ ବିବାହର କିଛି ସମୟ ପରେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ତାଙ୍କ ପରିବାର ଠାରୁ ଏକ ହୋଣ୍ଡା ସିଟି କାର ଏବଂ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବା ଆରମ୍ଭ କରିଥିଲେ । ଏହା ସହିତ ତାଙ୍କ ଉପରେ ଯୌତୁକ ନିର୍ଯାତନା, ଆକ୍ରମଣ ଏବଂ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବାର ଅଭିଯୋଗ ଆଣି ଏକ ନୂତନ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗରେ ଅମିତଙ୍କ ବ୍ୟତୀତ ତାଙ୍କ ମାଆ ବୀଣା ମିଶ୍ର, ବାପା ଶଶିକାନ୍ତ ମିଶ୍ର, ଭାଇ ଅମର ମିଶ୍ର, ଭଉଣୀ ଋତୁ ମିଶ୍ର ଏବଂ ଭଉଣୀ ସ୍ୱାତୀ ମିଶ୍ରଙ୍କୁ ସହ-ଅଭିଯୁକ୍ତ ଭାବରେ ନାମିତ କରିଛନ୍ତି ଗରିମା ।

Amit Mishra Wife Garima Tiwari Allegations Of Domestic Violence On Him  Leaked His Chat Screenshot - डिटेक्टिव बनी वाइफ गरिमा तिवारी, कैसे खुली  क्रिकेटर अमित मिश्रा की पोल, यहां जानिए ...

ଗରିମା ତିୱାରୀ ଗାନ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ସେ  ଅମିତଙ୍କୁ ପ୍ରଥମ ଥର ପାଇଁ ୨୦୧୯ରେ ଇନଷ୍ଟାଗ୍ରାମ ମାଧ୍ୟମରେ ଭେଟିଥିଲେ। ୨୬ ଏପ୍ରିଲ୍ ୨୦୨୧ରେ କାନପୁର କ୍ଲବରେ ବିବାହ କରିବା ପୂର୍ବରୁ ଦୁହେଁ ପ୍ରାୟ ତିନି ବର୍ଷ ଧରି ସମ୍ପର୍କରେ ଥିଲେ । ତେବେ ଅମିତ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ।

IPL पूर्व क्रिकेटर अमित मिश्रा की पत्नी Garima Tiwari कौन हैं? बोलीं- पति  के कई अफेयर, जबरन बनाए मुझसे संबंध | Former IPL Cricketer Amit Mishra  Domestic Violence: Who Is Garima Tiwari

Related posts

ଷ୍ଟାର୍କଙ୍କ ଘାତକ ବୋଲିଂ, ଅଷ୍ଟ୍ରେଲିଆ ୩୬୬ ରନରେ ବିଜୟୀ

Odisha Sports Bureau

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

Odisha Sports Bureau