Cricket

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL । ୨୦୨୬ର କାର୍ଯ୍ୟସୂଚୀକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ଅନୁସାରେ, IPL ୨୦୨୬ ଏବେ ମାର୍ଚ୍ଚ ୨୬ ତାରିଖ ପରିବର୍ତ୍ତେ ୨୮ ମାର୍ଚ୍ଚରେ ଆରମ୍ଭ ହେବ । ଡିସେମ୍ବର ୧୫, ୨୦୨୫ରେ ସମସ୍ତ ୧୦ ଫ୍ରାଞ୍ଚାଇଜଙ୍କୁ କୁହାଯାଇଥିଲା ଯେ ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେବ । କିନ୍ତୁ ଆରମ୍ଭ ତାରିଖ ଏବେ ପରିବର୍ତ୍ତନ କରାଯାଇଛି । ୨୬ ପରିବର୍ତ୍ତେ ମାର୍ଚ୍ଚ ୨୮ରେ ଆରମ୍ଭ ହେବ ବୋଲି ସ୍ପଷ୍ଟ କରାଯାଇଛି । ସେହିପରି ଫାଇନାଲ ମ୍ୟାଚ୍‌ ୩୧ ମେ’ରେ ଖେଳାଯିବ ।

Related posts

ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ

୫୩୨ତମ ଟେଷ୍ଟ ମ୍ୟାଚ୍ ରେ ଭାରତର ବିଜୟ

Odisha Sports Bureau

ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା

Odisha Sports Bureau