Football

ଆଇ ଲିଗ୍: ଚର୍ଚ୍ଚିଲ ବ୍ରଦର୍ସଙ୍କ ଅଜୟ ଅଭିଯାନ ଜାରି, ଗୋକୁଲମ୍ ବିପକ୍ଷରେ ମ୍ୟାଚ୍ ୧-୧ରେ ଡ୍ର

( ଓଡିଶା ସ୍ପୋର୍ଟ): ଚର୍ଚ୍ଚିଲ ବ୍ରଦର୍ସ ଶୁକ୍ରବାର ଦିନ ଗୋକୁୁଲମ୍ କେରଳ ବିପକ୍ଷରେ ୧-୧ ରେ ଡ୍ର ଖେଳି ଆଇ ଲିଗ୍ ଫୁଟବଲ୍ ଟୁୁର୍ଣ୍ଣାମେଣ୍ଟରେ ନିଜର ଅଜୟ ଅଭିଯାନକୁ ବଜାୟୀ ରଖିଛନ୍ତି । ଚର୍ଚ୍ଚିଲ ତରଫରୁୁ ପ୍ଲାଜା ପାଞ୍ଚ ମିନିଟରେ ଗୋଲ କରିଥିଲେ, କିନ୍ତୁୁ ତାଙ୍କ ଟିମ୍ ଆରମ୍ଭରୁୁ ଯେଉଁ ଶୀଘ୍ରତା ଦେଖାଇଥିଲେ ତାହାର ଫାଇଦା ଉଠାଇପାରି ନ ଥିଲେ । ଅର୍ଜୁନ୍ ଜୟରାଜ୍ ୩୬ ମିନିଟ୍ ରେ ଗୋକୁଲମ୍ ପାଇଁ ସମାନତା ଗୋଲ୍ କରିଥିଲେ । ଅର୍ଜୁର୍ନଙ୍କୁୁ ମ୍ୟାଚ୍ ର ସର୍ବଶେଷ୍ଠ ଖେଳାଳୀ ଭାବେ ଚୟନ କରାଯାଇଥିଲା ।

Related posts

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

Odisha Sports Bureau

ଆଇଏସ୍‌ଏଲ୍‌ : ଆଜି ଚେନ୍ନାଇନ୍‌ ଏଫ୍‌ସି ଏଟିକେକୁ ଭେଟିବ

Odisha Sports Bureau

ମେସି ଓ ଫ୍ରେଜରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ଭାବେ ଲୌରିଅସ୍ ପୁରସ୍କାର

Odisha Sports Bureau