Cricket

ପୁଲୱାମା ସହିଦ ପରିବାରଙ୍କୁ ପାରିଶ୍ରମିକ ଦେବେ ସିଏସକେ

(ଓଡିଶା ସ୍ପୋର୍ଟ): ଆଇପିଏଲ ୧୨ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି।ଏହି ଅବସରରେ ଦ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ତରଫରୁ କରାଯାଇଛି ଏକ ଘୋଷଣା। ସିଏସକେ ଏହାର ପ୍ରଥମ ମ୍ୟାଚ ଚେନ୍ନାଇ ଅର୍ଥାତ୍ ତାହାର ହୋମ୍ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛି। ମାର୍ଚ୍ଚ ୨୩ ତାରିଖରେ ଚିପକରେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସିଏସକେ ମଧ୍ୟରେ ଆଇପିଏଲର ପ୍ରଥମ ମ୍ୟାଚ୍ ହେବାକୁ ଯାଉଛି। ଯାହାର ପାରିଶ୍ରମିକ ଖେଳାଳୀ ମାନେ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କୀ ଆକ୍ରମଣ ସହିଦ ପରିବାରଙ୍କୁ ଦାନ କରିବାକୁ ଘୋଷଣା କରିଛନ୍ତି।

ତେବେ ଏହି ଖେଳରେ ବିକ୍ରି ହୋଇଥିବା ଟିକେଟ ଟଙ୍କାଙ୍କୁ ମଧ୍ୟ ଖେଳାଳୀମାନେ ସହିଦ ପରିବାରକୁ ଦାନ କରିବେ। ଏହା ବିଷୟରେ ଟିମର ଡାଏରେକ୍ଟର ଗତ ବୁଧବାର ଘୋଷଣା କରିଛନ୍ତି।

Related posts

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

Odisha Sports Bureau

ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଲା ଭାରତ

Odisha Sports Bureau

ଆଇପିଏଲ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

Odisha Sports Bureau