Tennis

ମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟ

(ଓଡିଶା ସ୍ପୋର୍ଟ): ପ୍ରଜନେଶ୍ ଗୁନେଶ୍ୱରନ ମିୟାମୀ ମାଷ୍ଟରର୍ସର କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚ ସାରିଛନ୍ତି । ରାଜକୁମାର ରାମନାଥନ ପ୍ରଥମ ପର୍ଯ୍ୟାୟରେ ପରାସ୍ତ ହୋଇ ଖେଳରୁ ବାହାର ହୋଇଥିଲେ । ଇଣ୍ଡିଅ।।ନ୍ ୱେଲ୍ସର ତୃତୀୟ ପର୍ଯ୍ୟାୟରେ ପ୍ରବେସ କରିଥିବା ପ୍ରଜନେଶଙ୍କ ପ୍ରଥମ ପର୍ଯ୍ୟାୟରେ ସ୍ପେନ୍ ର ଏଡ୍ରୀୟନ୍ ମେନେଣ୍ଡେଜ୍ ଙ୍କୁ ୬-୨, ୬-୪ ସେଟ୍ରେ ପରାଜିତ କରିଛନ୍ତି ।

ପର ପର୍ଯ୍ୟାୟରେ ତାଙ୍କର ସାମ୍ନା ୱଇଲ୍ଡ୍ କାର୍ଡରେ ଏଣ୍ଟ୍ରି କରିଥିବା ବ୍ରିଟେନର ଜୟ କ୍ଲାର୍କଙ୍କ ସହିତ ହେବ । ରାଜକୁମାରଙ୍କୁ ଇଟାଲିର ଲୋରେଞୋ ସୋନେଜଙ୍କ ହାଥରେ ୪-୬, ୧-୬ ସେଟରେ ପରାଜୟ ମିଳିଲା । ଯୁଗଳ ବର୍ଗରେ ରୋହନ ବୋପନ୍ନା ପୁଣି ଥରେ କାନାଡାର ଶାପୋୱାଲୋୱଙ୍କ ସହିତ ଫାର୍ମକୁ ଓହ୍ଲାଇବେ ।

Related posts

ଫ୍ରେଞ୍ଚ ଓପନ୍‌ରେ ପ୍ରଥମ ଥର ପାଇଁ ଏହା ଘଟିଲା, ଏହି 24 ବର୍ଷୀୟ ଖେଳାଳି ମହିଳା ସିଙ୍ଗଲ୍ସରେ ଇତିହାସ ସୃଷ୍ଟି କଲେ

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

Odisha Sports Bureau