Tennisଇତିହାସ ରଚିଲେ ୨୧ ବର୍ଷୀୟା ଲିଣ୍ଡା ନୋସ୍କୋଭାOdisha Sports BureauJuly 12, 2026July 12, 2026 by Odisha Sports BureauJuly 12, 2026July 12, 2026046 ୨୦୨୪ ମସିହାର ଗ୍ରୀଷ୍ମ ଋତୁରେ, ଲିଣ୍ଡା ନୋସ୍କୋଭା ୧୯ ବର୍ଷ ବୟସରେ ୱିମ୍ବଲଡନରେ ପହଞ୍ଚିଥିଲେ ଏବଂ ଚାମ୍ପିଅନସିପରେ ତାଙ୍କର ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି କରୁଥିଲେ। ଟୁର୍ଣ୍ଣାମେଣ୍ଟର ପୂର୍ବ ସନ୍ଧ୍ୟାରେ, ତାଙ୍କ ମାଆ କର୍କଟ...
Tennisୱିମ୍ବଲଡନରେ ଜୋକୋଭିଚ୍ଙ୍କ ଐତିହାସିକ ମହାବିଜୟOdisha Sports BureauJuly 8, 2026 by Odisha Sports BureauJuly 8, 2026056 ଟେନିସ ତାରକା ନୋଭାକ ଜୋକୋଭିଚ୍ ୱିମ୍ବଲଡନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଲ୍ ଇଂଲଣ୍ଡ କ୍ଲବର ସେଣ୍ଟର କୋର୍ଟରେ ୩୯ ବର୍ଷୀୟ ଜୋକୋଭିଚ୍ ୱିମ୍ବଲଡନ ଇତିହାସର ସବୁଠାରୁ ଲମ୍ବା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର...
Tennisଫ୍ରେଞ୍ଚ ଓପନ୍ରେ ପ୍ରଥମ ଥର ପାଇଁ ଏହା ଘଟିଲା, ଏହି 24 ବର୍ଷୀୟ ଖେଳାଳି ମହିଳା ସିଙ୍ଗଲ୍ସରେ ଇତିହାସ ସୃଷ୍ଟି କଲେOdisha Sports BureauJune 5, 2026June 5, 2026 by Odisha Sports BureauJune 5, 2026June 5, 2026052 ୨୦୨୬ ଫ୍ରେଞ୍ଚ୍ ଓପନ୍ ତା’ର ଶେଷ ପର୍ଯ୍ୟାୟ ନିକଟରେ ପହଞ୍ଚିଛି। ମହିଳା ସିଙ୍ଗଲ୍ସ ଫାଇନାଲ୍ ପାଇଁ ଲାଇନ୍-ଅପ୍ ନିଶ୍ଚିତ ହୋଇଛି। ୨୪ ବର୍ଷୀୟ ପୋଲାଣ୍ଡ୍ ଟେନିସ୍ ଷ୍ଟାର ମାଜା ଖ୍ୱାଲିନସ୍କା ଫାଇନାଲ୍ ପହଞ୍ଚି ଏହି...
Tennisବିଜେପିରେ ଯୋଗଦେଲେ ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ; ପଶ୍ଚିମବଙ୍ଗ ନିର୍ବାଚନରେ କରିବେ ପ୍ରଚାରOdisha Sports BureauMarch 31, 2026 by Odisha Sports BureauMarch 31, 2026069 ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ, ଭାରତୀୟ ଜନତା ପାର୍ଟି (ବିଜେପି) ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟକା ଦେଇଛି। ତୃଣମୂଳ କଂଗ୍ରେସ (ଟିଏମସି)ର ଏକଦା ସଦସ୍ୟ ଥିବା ପ୍ରଖ୍ୟାତ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍...
Tennisନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେOdisha Sports BureauFebruary 1, 2026 by Odisha Sports BureauFebruary 1, 20260101 ରବିବାର ମେଲବର୍ଣ୍ଣରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ୨୦୨୬ ନିଜ ନାମରେ କରିଛନ୍ତି ସ୍ପେନର ଟେନିସ୍ ତାରକା କାର୍ଲୋସ ଅଲକାରାଜ । ୨୨ ବର୍ଷୀୟ ଅଲକାରାଜ ପୁରୁଷ ଏକକ ଫାଇନାଲରେ ମହାନ ଖେଳାଳି...
Tennisଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନାOdisha Sports BureauNovember 1, 2025 by Odisha Sports BureauNovember 1, 2025097 ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା ଆଜି ଅବସର ଘୋଷଣା କରିଛନ୍ତି ଷ୍ଟାର ଟେନିସ୍ ଖେଳାଳି। ସେ ପ୍ରତିଯୋଗିତା ମୂଳକ ଟେନିସକୁ କହିଛନ୍ତି ଅଲବିଦା। ବୋପନ୍ନାଙ୍କ ଅବସର ସହ ଦୀର୍ଘ ୨...
Tennisକଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍Odisha Sports BureauNovember 3, 2024 by Odisha Sports BureauNovember 3, 20240153 ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ...
Tennisନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲOdisha Sports BureauOctober 10, 2024October 10, 2024 by Odisha Sports BureauOctober 10, 2024October 10, 20240145 ନିଜର ଅବସର ଘୋଷଣା କଲେ ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ୍ ନାଡାଲ । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଡାଲଙ୍କ ଅବସର ସହିତ ଏକ...
Tennisତୃତୀୟ ରାଉଣ୍ଡରେ ଜୋକୋଭିକOdisha Sports BureauMay 31, 2024 by Odisha Sports BureauMay 31, 20240220 ପ୍ୟାରିସ୍: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ...
Tennisକଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସାOdisha Sports BureauApril 17, 2024 by Odisha Sports BureauApril 17, 20240174 କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି।...