Cricket

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

(ଓଡ଼ିଶାସ୍ପୋର୍ଟ):ଆଜିଇଣ୍ଡିଆନପ୍ରିମିୟରଲିଗର ଅଷ୍ଟମମ୍ୟାଚରେସନରାଇଜର୍ସହାଇଦ୍ରାବାଦକୁଭେଟିବରାଜସ୍ଥାନରୟାଲସ।ରାଜସ୍ଥାନଏହିମ୍ୟାଚରେହାଇଦ୍ରାବାଦକୁହରାଇପ୍ରଥମବିଜୟହାସଲକରିବାଲକ୍ଷ୍ୟରେରହିଛି। ରାଜସ୍ଥାନଭଳିହାଇଦ୍ରାବାଦମଧ୍ୟତା’ରପ୍ରଥମମ୍ୟାଚ୍ରେପରାସ୍ତହୋଇଥିଲା।ରାଜସ୍ଥାନ୬ଉଇକେଟରେକୋଲକାତାନାଇଟରାଇଡର୍ସଠାରୁହାରିଏଥରଆଇପିଏଲଅଭିଯାନଆରମ୍ଭକରିଥିଲା।ଡେଭିଡଓ୍ବାର୍ନରଙ୍କହାଇଦ୍ରାବାଦରବ୍ୟାଟିଂବେଶ୍ଦୃଢମନେହେଉଛି।ତେବେକୋଲକାତାବିପକ୍ଷରେବୋଲିଂବିଫଳତାଦଳପାଇଁମହଙ୍ଗାସାବ୍ୟସ୍ତହୋଇଥିଲା।

Related posts

ଆଜି ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

Odisha Sports Bureau

ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସରେ ଓଡିଶା ଚାମ୍ପିୟନ

Odisha Sports Bureau

ଆସିଲାଣି ଡାକରା, ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି