Cricket

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

(ଓଡ଼ିଶାସ୍ପୋର୍ଟ):ଆଜିଇଣ୍ଡିଆନପ୍ରିମିୟରଲିଗର ଅଷ୍ଟମମ୍ୟାଚରେସନରାଇଜର୍ସହାଇଦ୍ରାବାଦକୁଭେଟିବରାଜସ୍ଥାନରୟାଲସ।ରାଜସ୍ଥାନଏହିମ୍ୟାଚରେହାଇଦ୍ରାବାଦକୁହରାଇପ୍ରଥମବିଜୟହାସଲକରିବାଲକ୍ଷ୍ୟରେରହିଛି। ରାଜସ୍ଥାନଭଳିହାଇଦ୍ରାବାଦମଧ୍ୟତା’ରପ୍ରଥମମ୍ୟାଚ୍ରେପରାସ୍ତହୋଇଥିଲା।ରାଜସ୍ଥାନ୬ଉଇକେଟରେକୋଲକାତାନାଇଟରାଇଡର୍ସଠାରୁହାରିଏଥରଆଇପିଏଲଅଭିଯାନଆରମ୍ଭକରିଥିଲା।ଡେଭିଡଓ୍ବାର୍ନରଙ୍କହାଇଦ୍ରାବାଦରବ୍ୟାଟିଂବେଶ୍ଦୃଢମନେହେଉଛି।ତେବେକୋଲକାତାବିପକ୍ଷରେବୋଲିଂବିଫଳତାଦଳପାଇଁମହଙ୍ଗାସାବ୍ୟସ୍ତହୋଇଥିଲା।

Related posts

ଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ସମ୍ଭାବନା, ହାର୍ଦ୍ଦିକଙ୍କୁ ମିଳିପାରେ ବିଶ୍ରାମ

Odisha Sports Bureau

ଆଜି ମୋହାଲିରେ ମୁହାଁମୁହିଁ ହେବେ ପଞ୍ଜାବ- ବାଙ୍ଗାଲୋର

Odisha Sports Bureau