Football

ମେସିଏବଂସୁଆରେଜ୍ଙ୍କଗୋଲ୍ପାଇଁଟଳିଲା ପରାଜୟ

(ଓଡିଶାସ୍ପୋର୍ଟ): କ୍ୟାପଟେନ୍ଲିଓନଲ୍ମେସିଏବଂଲୁୁଇସ୍ସୁଆରେଜ୍ଶେଷମୁହୁର୍ତ୍ତର ୩ତମ ମିନିଟ୍ ମଧ୍ୟରେକରିଥିବା ଦୁଇଗୋଟିଗୋଲସାହାଯ୍ୟରେ ଗତ ଚମ୍ପିଆନ୍ବର୍ଷିଲୋନାଲାଲିଗ୍ରେ ପଛରେରହିବା ପରେୱିଲାରିୟଲଙ୍କୁ ୪-୪ ଗୋଲ୍କରିବରାବରିକରିଥିଲେ ।ଏହିଡ୍ର’ ପରେ ମଧ୍ୟ ବର୍ସିଲୋନା ୭୦ ଅଙ୍କ ସହିତଶୀର୍ଷସ୍ଥାନରେରହିଥିଲେ । ସେମିତିରେ ଦ୍ୱିତୀୟସ୍ଥାନରେଚାଲୁଥିବା ଅଟଲେଟିକୋମାଡ୍ରିଡ୍(୬୨) ଏବଂତାଙ୍କ ମଧ୍ୟରେ ଅଙ୍କର ଅନ୍ତର ୮ ରହିଛି ।
ଏଟଲେଟିକୋ ଏକ ଅନ୍ୟ ମ୍ୟାଚ୍ରେ ଗିରୋନାଙ୍କୁ୨-୦ ଅଙ୍କରେ ପରାସ୍ତକରି ପୁରା ଅଙ୍କ ଅର୍ଜିତକରିଥିଲେ । ଫିଲିପ୍କୋଟିହ୍ନୋ (୧୨ତମ ମିନିଟ୍) ଏବଂମେକ୍ଲମ୍ (୧୬ତମ ମିନିଟ୍) ଚାରିମିନିଟ୍ ମଧ୍ୟରେଦୁଇଟିଗୋଲ୍କରିବାର୍ଷିଲୋନାକୁ ୨-୦ ଅଙ୍କରେ ଅ।।ଗକୁବଢାଇଥିଲା ।କିନ୍ତୁଏହାପରେୱିଲାରିୟଲଗୋଟିଏ ପରେଗୋଟିଏଚାରିଗୋଟିଗୋଲ୍କରି ୪-୨ରେ ଆଗୁଆରହିଥିଲେ ।ଏହା ପାଇଁଏହିଗୋଲ୍ସେମୁ ଅଲ(୨୩ତମ ମିନିଟ୍), କାର୍ଲଟୋକୋଏକାମ୍ବି( ୫୦ତମ ମିନିଟ୍), ୱିସେଣ୍ଟ ଇବୋର୍ରା(୬୨ତମ ମିନିଟ୍) ଏବଂକାର୍ଲୋସ୍ବେକ୍କା(୮୦ତମ ମିନିଟ୍) ରେଗୋଲକରିିଥିଲେ ।କିନ୍ତୁଏମିତିଲାଗୁୁଥିଲା ଯେପରିବାର୍ଷିିଲୋନାଏହିମ୍ୟାଚ୍ହାରିଯିବ, ଠିକ୍ସେହିସମୟରେମେସି(୯୦ତମ ମିନିଟ୍) ଫ୍ରିକିକ୍ଏବଂସୁଆରେଜ୍ (୯୦+୩) ଇଞ୍ଜୁରିଟାଇମ୍ରେଗୋଲ୍କରିବାର୍ଷିଲୋନାକୁ ୪-୪ ଗୋଲରେବରାବରିକରିଥିଲା ।

Related posts

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

Odisha Sports Bureau

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau

ସୁଆରେଜଙ୍କ ଦୁଇ ଗୋଲ ସାହାଯ୍ୟରେ ବର୍ଷିଲୋନାର ବିଜୟ

Odisha Sports Bureau