Uncategorized

ଫିଫା ର଼୍ୟାଙ୍କିଙ୍ଗ୍ରେ ୧୦୧ ତମ ସ୍ଥାନକୁ ଉଠିଲା ଭାରତ

(ଓଡ଼ିଶାସ୍ପୋର୍ଟ):ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ର଼୍ୟାଙ୍କିଙ୍ଗ୍ରେ ଭାରତ ୨ଟି ସ୍ଥାନ ଉପରକୁ ଉଠି ୧୦୧ ତମ ସ୍ଥାନରେ ରହିଛି। ଜାନୁୟାରୀରେ ଅନୁଷ୍ଠିତ ଏଏଫ୍ସି ଏସିଆନ୍ କପ୍ ପର ଠାରୁ ଭାରତୀୟ ଦଳ ଆକ୍ସନରେ ନଜର ଆସିନଥିଲେ ମଧ୍ୟ ମାନ୍ୟତା ରେ ଉପରକୁ ଉଠିଛି। ୨୦୧୮ ବର୍ଷ ଶେଷ ରେଭାରତ ୯୭ ତମ ସ୍ଥାନରେ ରହିଥିଲା କିନ୍ତୁ ଏସିଆନ କପ୍ରେ ନୈରାଶ୍ୟ ଜନକ ପ୍ରଦର୍ଶନ ଲାଗି ଦଳ ୬ଟି ସ୍ଥାନ ତଳକୁ ଖସି ଯାଇଥିଲା।
ଏସୀୟ ଦେଶ ଗୁଡ଼ିକ ମଧ୍ୟ ରେଇରାନ (୨୧ତମ) ଶୀର୍ଷରେ ରହିଥିବା ବେଳେ ଜାପାନ (୨୬ତମ) ଦ୍ୱିତୀୟ, ଦକ୍ଷିଣକୋରିଆ (୩୭ତମ) ତୃତୀୟ, ଅଷ୍ଟ୍ରେଲିଆ (୪୧ତମ) ଚତୁର୍ଥ ଓ କତାର (୫୫ତମ) ପଞ୍ଚମ ସ୍ଥାନରେ ରହିଛି।
ତେବେ ବିଶ୍ୱ ଫିଫା ରାଙ୍କିଙ୍ଗରେ ବେଲଜିୟମ ୧୭୩୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ବଳ ବତ୍ତର ରହିଛି। ରାଙ୍କିଙ୍ଗରେ ଇଂଲଣ୍ଡକୁ ଫାଇଦା ହୋଇଛି। ଇଂଲଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛି। ତେବେ ଟପ୍-୩ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ବିଶ୍ୱକପ୍ବି ଜେତା ଫ୍ରାନ୍ସ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟସ୍ଥାନରେ ରହିଛି । ବିଶ୍ୱକପ୍ର ନର୍ସଅପ୍କ୍ରୋଏସିଆଗୋଟିଏସ୍ଥାନଖସିପଞ୍ଚମରେଥିବାବେଳେଉରୁଗୁଏଗୋଟିଏସ୍ଥାନଉଠିଷଷ୍ଠରେପହଞ୍ଚିଛି।ପର୍ତ୍ତୁଗାଲସପ୍ତମ, ସ୍ୱିଜରଲ୍ୟାଣ୍ଡଅଷ୍ଟମ, ସ୍ପେନ୍ନବମ, ଡେନମାର୍କଦଶମସ୍ଥାନରେରହିଛି।ତେବେଜର୍ମାନୀ୧୩ତମ, ନେଦରଲ୍ୟାଣ୍ଡ୧୬ତମଓଅଷ୍ଟ୍ରିଆ୩୩ତମସ୍ଥାନରେରହିଛି।

Related posts

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ

୧୪ ଥର ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ଏବଂ ପୂର୍ବତନ ସ୍ପାନିସ୍ ଟେନିସ୍ ତାରକା ରାଫେଲ ନାଡାଲଙ୍କୁ ଭାବପ୍ରବଣ ବିଦାୟ

Odisha Sports Bureau

ଆଜି ହେବ ଡବଲ ଲଢେଇ : ଏଥି ପାଇଁ ପସ୍ତୁତ ଭାରତର ୨ଟି ଟିମ

Odisha Sports Bureau