Uncategorized

ମହାନ୍ ଫୁଟବଲ୍ତାରକାପେଲେ ଅସୁସ୍ଥ

(ଓଡିଶାସ୍ପୋର୍ଟ): ମହାନ ଫୁଟବଲ ତାରକା ପେଲେଙ୍କୁ ସାଧାରଣର ଜ୍ୱରର “ସଂକ୍ରମଣ’ ରୋଗରେ ପୀଡ଼ିତା ହେବା ପରେ ବୁଧବାର ଦିନ ପ୍ୟାରିସ୍ ର ହସ୍ପୀଟାଲ୍ରେ ଭର୍ତ୍ତିି କରାଯାଇଛି । ତାଙ୍କ ସର୍ମ୍ପକୀୟମାନଙ୍କ ମତ ଅନୁସାରେସେବର୍ତ୍ତମାନ ଠିକ୍ ଅଛନ୍ତି । ତିନିତିନି ଥର ବିଶ୍ୱଚମ୍ପିଆନ ହୋଇଥିବା ୭୮ ବର୍ଷିୟ ବ୍ରାଜିଲରଏହିଖେଳାଳିଙ୍କଉପଚାରକରାଯାଇଥିଲା ।
ସୂଚନା ଅନୁଯାୟୀ, ବୁଧବାର ଦିନ ଦ୍ୱିପହର ପର୍ଯ୍ୟନ୍ତ ସେହସ୍ପିଟାଲରେଭତ୍ତି ଥିଲେ ।ବିଶ୍ୱକପ୍ ୧୯୫୮, ୧୯୬୨ ଏବଂ ୧୯୭୦ଜିତିଥିବାବ୍ରାଜିଲ୍ଟିମ୍ ର ସଦଶ୍ୟ ହୁବୋଲ୍ଟୱାଚେସର ପ୍ରଚାର ପାଇଁପ୍ୟାରିସ୍ ଆସିଥିଲେ ।ତାଙ୍କସାଥିରେ ଫ୍ରାନ୍ସରଷ୍ଟାର ଫୁଟବଲରକାଇଲିଣ୍ଡ୍ଏମବାପେ ମଧ୍ୟ ଥିଲେ ।

Related posts

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

Odisha Sports Bureau

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

Odisha Sports Bureau

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ

Odisha Sports Bureau