Cricket

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ

(ଓଡିଶା ସ୍ପୋର୍ଟ): ଆଇପିଏଲ ୨୦୧୯ଦ୍ୱାଦଶ ସଂସ୍କରଣର ଏପର୍ୟ୍ୟନ୍ତ ୨୧ଟି ମ୍ୟାଚ ଖେଳାଯାଇ ସାରିଲାଣି।୨୦ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ଓ୍ଵିକେଟ୍ରେ ହରାଇଥିବା ବେଳେ୨୧ତମ ମ୍ୟାଚ୍ରେ ରାଜସ୍ଥାନରୟାଲ୍ସକୁ ଅତି ସହଜରେ ୮ ଓ୍ଵିକେଟ୍ରେ ହରାଇଥିଲା କୋଲକାତାନାଇଟ୍ ରାଇଡର୍ସ।ରାଜସ୍ଥାନରୟାଲ୍ସକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଶାହାରୁଖ ଖାନ୍ଙ୍କ କୋଲକାତା ଦଳ।ଏହା ପଛକୁ ରହିଛି ଚେନ୍ନାଇ ସୁପରକିଙ୍ଗସ।ଉଭୟ ଦଳ ମୋଟ୍ ୫ଟିମ୍ୟାଚ୍ ଖେଳି୪ ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୮ପଏଣ୍ଟ ହାସଲ କରିଛି। ଚେନ୍ନାଇ୮ପଏଣ୍ଟରେରହିଥିଲେମଧ୍ୟରନ୍ ହାରରେ ପଛରେ ଅଛି।ସେପଟେ ମିଳିତ ଭାବେ ୬ ପଏଣ୍ଟ ପାଇ ତୃତୀୟରୁ ଷଷ୍ଠସ୍ଥାନରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇଇଣ୍ଡିଆନ୍ସ, ଦିଲ୍ଲୀକ୍ୟାପିଟାଲସ୍ ଓ କିଙ୍ଗସପଞ୍ଜାବ ଏକାଦଶ।ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥାହେଉଛି ୬ଟି ମ୍ୟାଚ୍ ପରେବି ଖାତାଖୋଲିପାରିନାହିଁ ବିରାଟକୋହଲିଙ୍କ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ।

Related posts

ସଂର୍ଘସ କରୁଛନ୍ତି କ୍ରିକେଟର ଶ୍ରେୟସ, ପରବର୍ତ୍ତୀ ସ୍କାନ 2ମାସ ପରେ ……

Odisha Sports Bureau

ଭାରତ – ଦକ୍ଷିଣ ଆଫିକ୍ରା ଟି-୨୦ ମ୍ୟାଚ୍, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

Odisha Sports Bureau

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau