Football

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ

(ଓଡିଶା ସ୍ପୋର୍ଟ): ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ୍ ପ୍ରଥମ ଭାରତୀୟ ଭାବେ ଫିଫା ପରିଷଦର ସଦସ୍ୟ ହୋଇଛନ୍ତି। ଫିଫା ପରିଷଦରେ ସାମିଲ ହେବା ପାଇଁ ଭୋଟିଂ ହୋଇଥିଲା।କ୍ୱାଲାଲମ୍ପପୁରଠାରେ ଆୟୋଜିତ ହୋଇଥିବା ୨୯ତମ ଏଏଫ୍ସି କଂଗ୍ରେସ ଠାରେ ଏହି ଭୋଟିଂ ହୋଇଥିଲା।ଏହି ଭୋଟିଂରେ ୪୬ଟି ଭୋଟରୁ ପ୍ରଫୁଲ୍ଲଙ୍କ ସପକ୍ଷରେ ୩୬ ଜଣ ମତ ଦେଇଥିଲେ।

ଏହି ସଦସ୍ୟତା ଦୌଡ଼ରେ ପ୍ରଫୁଲ୍ଲଙ୍କ ସମେତ ୮ ଜଣ ବ୍ୟକ୍ତି ରହିଥିଲେ। ପ୍ରଫୁଲ ୨୦୧୯ରୁ ୨୦୨୩ ପର୍ୟ୍ୟନ୍ତ ଉକ୍ତ ପଦବୀରେ ରହିବେ। ଏଫ୍ସିରୁ ସମୁଦାୟ ୫ ଜଣ ସଦସ୍ୟ ଫିଫା ପରିଷଦକୁ ନିର୍ବାଚିତ ହୋଇଛନ୍ତି

Related posts

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

Odisha Sports Bureau

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

Odisha Sports Bureau