Football

ରିୟଲ କାଶ୍ମୀର ପଞ୍ଜାବ ଏଏଫସି ସହିତ ୧-୧ରେ ଡ୍ର

(ଓଡିଶା ସ୍ପୋର୍ଟସ): ହୋଷ୍ଟ୍ ରିୟଲ କାଶ୍ମୀର ଚାଲିଥିବା ଆଇ ଲିଗ୍ ଫୁଟବଲ୍ ପ୍ରତିଯୋଗିତାରେ ପୂର୍ବ ଚମ୍ପିଆନ୍ ପଞ୍ଜାବ ଏଫସି ଠାରୁ ୧-୧ରେ ଡ୍ର ଖେଳି ଅଙ୍କ ଭାଗ କରିଛି । ପଞ୍ଜାବ ଏଏଫସି ୨୧ ମିନିଟରେ ମାକନ ଚୋଟଙ୍କ ସହଯୋଗରେ ଆଗକୁ ବଢିଥିଲା, ଯାହା ଦ୍ୱାରା ଘରୋଇ ଟିମ୍ ଉପରେ ଚାପ ବଢିଯାଇଥିଲା । କିଛି ସମୟ ପଛୁଆ ରହିବା ପରେ ରିୟଲ କାଶ୍ମୀର ୬୨ତମ ମିନିଟରେ ନୋହେର କ୍ରିଯୋଙ୍କ ଗୋଲରେ ସମାନତା ହାସଲ କରିଥିଲେ ଯାହା ଶେଷ ପର୍ଯ୍ୟନ୍ତ ରହିଥିଲା ।

Related posts

ଭାରତ- ପାକିସ୍ତାନ ମ୍ୟାଚରେ ମୁହାଁମୁହିଁ ଖେଳାଳି

ସିନିଅର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଲା ମଣିପୁର

Odisha Sports Bureau

ଭୁବନେଶ୍ୱରରେ ଓଡିଶାର ନୁଆ-ଓ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି

Odisha Sports Bureau