Badminton

ଆସ୍ଥାନା ଓପନର କ୍ୱାର୍ଟର ଫାଇନାଲରେ ଶରଣ ଏବଂ ଲୁକ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ଟେନିସ୍ ଖେଳାଳି ଡିଭିଜ୍ ଶରଣ ଏବଂ ତାଙ୍କ ବ୍ରିଟେନର ସହଯୋଗୀ ଲୁକ ବାମ୍ରିଜ୍ ଆସ୍ଥାନା ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶେଷ -୧୬ ମ୍ୟାଚରେ ଶରଣ-ଲି ଉରୁଗୁଏର ଆରିଏଲ ବେହେରା ଏବଂ ଇକ୍ୟୁଏଡରର ଗୋଞ୍ଜାଲୋ ଏସ୍କୋବରଙ୍କୁ ୭-୫, ୪-୬, ୧୦-୬ ରେ ପରାସ୍ତ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡରେ ଶରଣ-ଲୁକ ଦ୍ୱିତୀୟ ସିଡ୍ ଅଷ୍ଟ୍ରେଲିୟ ଯୋଡି ମ୍ୟାକ୍ସ ପର୍ସେଲ ଏବଂ ଲୁକ ସାଭିଲଙ୍କୁ ଭେଟିବେ ।

Related posts

ବାୟୋପିକ ଦୌଡ଼ରେ ସିନ୍ଧୁ

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ