Badminton

ଆସ୍ଥାନା ଓପନର କ୍ୱାର୍ଟର ଫାଇନାଲରେ ଶରଣ ଏବଂ ଲୁକ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ଟେନିସ୍ ଖେଳାଳି ଡିଭିଜ୍ ଶରଣ ଏବଂ ତାଙ୍କ ବ୍ରିଟେନର ସହଯୋଗୀ ଲୁକ ବାମ୍ରିଜ୍ ଆସ୍ଥାନା ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶେଷ -୧୬ ମ୍ୟାଚରେ ଶରଣ-ଲି ଉରୁଗୁଏର ଆରିଏଲ ବେହେରା ଏବଂ ଇକ୍ୟୁଏଡରର ଗୋଞ୍ଜାଲୋ ଏସ୍କୋବରଙ୍କୁ ୭-୫, ୪-୬, ୧୦-୬ ରେ ପରାସ୍ତ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡରେ ଶରଣ-ଲୁକ ଦ୍ୱିତୀୟ ସିଡ୍ ଅଷ୍ଟ୍ରେଲିୟ ଯୋଡି ମ୍ୟାକ୍ସ ପର୍ସେଲ ଏବଂ ଲୁକ ସାଭିଲଙ୍କୁ ଭେଟିବେ ।

Related posts

ଏସିଆ ଅଣ୍ଡର-୧୫: ଜୁନିୟର ବ୍ୟାଡମିଣ୍ଟନ ଟିମର ନଜର ରହିଛି ପଦକ ଉପରେ

Odisha Sports Bureau

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau