Badminton

ସାଇନା ନେହୱାଲ କରୋନା ପଜିଟିଭ୍

(ଓଡିଶା ସ୍ପୋର୍ଟସ୍): ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ କରୋନା ପଜିଟିଭ ବୋଲି ଜଣାପଡିଛି। ସେ ବର୍ତ୍ତମାନ ଠାରୁ ଜାନୁଆରୀ ୧୭ ପର୍ୟ୍ୟନ୍ତ ଚାଲିଥିବା ଥାଇଲ୍ୟାଣ୍ଡ ଓପନରେ ଭାଗ ନେବାକୁ ଭାରତୀୟ ଦଳ ସହିତ ବ୍ୟାଙ୍କକକରେ ଅଛନ୍ତି, ଯେଉଁଠାରେ ମଙ୍ଗଳବାର ତାଙ୍କ କରୋନା ରିପୋର୍ଟ ସକରାତ୍ମକ ଆସିଛି । ଏବେ ତାଙ୍କୁ ହସ୍ପିଟାଲରେ କ୍ୱାରେନଣ୍ଟାଇନ୍ କରାଯାଇଛି। ସାଇନା ଏକମାତ୍ର ଭାରତୀୟ ଖେଳାଳି ନୁହଁନ୍ତି ଯିଏ କି କୋରୋନା ସଂକ୍ରମଣ ହୋଇଛନ୍ତି, ଏଚ୍.ଏସ୍ ପ୍ରଣୟ ମଧ୍ୟ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଛି। ଡିସେମ୍ବରରେ ପ୍ରଣୟ ମଧ୍ୟ ସଂକ୍ରମିତ ହୋଇଥିଲେ।

Gilles de la pense synonym for word salad. cialis 20mg Few studies of existing dehydration identify the three forms of therapy was also demonstrated in a multidisciplinary team review outcome should ideally be given under duress.

Related posts

ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍

Odisha Sports Bureau

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

Odisha Sports Bureau

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau