More Sports

ଫାଇନାଲରେ ଓଡିଆ ଧାବକ ଅମୀୟ

ଭୁବନେଶ୍ୱର(ଓଡିଶା ସ୍ପୋର୍ଟର୍ସ): ଓଡିଶାର ଉଡ୍ଡୀୟମାନ ଧାବକ ଅମୀୟ କୁମାର ମଲ୍ଲିକଙ୍କୁ ବଡ ସଫଳତା । ୬୦ ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚମ୍ପିୟନସିପ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଅମୀୟ । ପଟିଆଲାରେ ଚାଲିଥିବା ଏହି ଚମ୍ପିୟନସିପର ଉଦଘାଟନୀ ମ୍ୟାଚରେ ୧୦୦ ମିଟର ଦୂରତା ଅତିକ୍ରମ କରିବାକୁ ସେ ମାତ୍ର ୧୦.୫୦ ସେକେଣ୍ଡ ସମୟ ନେଇଥିଲେ । ଏଥିସହ ସେ ଚମ୍ପିୟନସିପର ଫାଇନାଲକୁ ଟିକେଟ ପାଇଛନ୍ତି ।

Related posts

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

Odisha Sports Bureau

ସାଥିଆନ ବିଜୟ, ମନିକା ଏବଂ ଶରତ ପ୍ରଥମ ପର୍ଯ୍ୟାୟରୁ ବାହାର

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଉଦ୍ଘାଟିତ, ପ୍ରଥମ ଦିନରେ ଓଡ଼ିଶାକୁ ସ୍ୱର୍ଣ୍ଣ

Odisha Sports Bureau