Football

ଓଡିଶାର ଦୁଇ ମହିଳା ଖେଳାଳୀ ଭାରତୀୟ ଫୁଟବଲ ଦଳରେ ସାମିଲ

ଭୁବନେଶ୍ୱର : ଓଡିଶାର ଦୁଇ ମହିଳା ଫୁଟବଲ ଖେଳାଳୀ ପ୍ୟାରି ଖାଖା ଓ ମନିଷା ପନ୍ନା ଭାରତୀୟ ୨୩ ଜଣିଆ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଦିନରେ ବ୍ରାଜିଲ, ଚିଲି, ଭେନଜୁଆଲାରେ ଖେଳାହେବାକୁ ଥିବା ମ୍ୟାଚରେ ଦୁଇ ଖେଳାଳୀ ନଜର ଆସିବେ ।
ମୋ ସରକାର ଫାଇଭ ଟି ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ପ୍ରଚେଷ୍ଟାରେ ଓଡିଶାର ଏହି ଦୁଇ ମହିଳା ଖେଳାଳୀ ଭାରତୀୟ ଦଳରେ ସ୍ଥାନିତ ହୋଇପାରିଛନ୍ତି ।
ନଭେମ୍ବର ୨୫ରେ ବ୍ରାଜିଲ ଏବଂ ଭାରତ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳା ଯିବାକୁ ଥିବା ବେଳେ ନଭେମ୍ବର ୨୮ରେ ଭାରତ ଏବଂ ଚିଲି ଓ ଡିସେମ୍ବର ୧ରେ ଭାରତ ଏବଂ ଭେନଜୁଆଲା ମଧ୍ୟରେ ଖେଳାଯିବ

Related posts

ଫିଫା ମହିଳା ବିଶ୍ୱକପରେ ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ବିଶ୍ୱକପ ଫୁଟୁବଲ ଷ୍ଟାଡିୟମରେ ବିୟର ମନା

Odisha Sports Bureau

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

Odisha Sports Bureau