Cricket

ବର୍ମିଂହାମ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କ ଶତକ

ବର୍ମିଂହାମ: ବର୍ମିଂହାମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଅନୁଷ୍ଠିତ ଟେଷ୍ଟ ମ୍ୟାଚରେ ଶ୍ରୀ ଜାଡେଜା ଜବରଦସ୍ତ ଶତକ ହାସଲ କରିଛନ୍ତି। ୧୮୩ଟି ବଲରୁ ୧୩ଟି ଚୌକା ଜରିଆରେ ଶତକ ହାସଲ କରିଥିବା ଜଣାପଡିଛି। ନିଜର ଟେଷ୍ଟ କ୍ୟାରିୟରରେ ତୃତୀୟ ଶତକ ହାସଲ କରିଛନ୍ତି। ବର୍ମିଂହାମ ଟେଷ୍ଟରେ ଭାରତ ୪୧୬ ରନ କରି ଅଲଆଉଟ ହୋଇଯାଇଛି। ଅନ୍ତିମ ୱିକେଟରେ ଅଧିନାୟକ ବୁମରାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେବେ ଋଷଭ ପନ୍ଥ ଓ ରବିନ୍ଦ୍ର ଜାଡେଜା ଶତକ କରି ଇଂଲଣ୍ଡକୁ ନିରାଶ କରିଛନ୍ତି । ଭେଟେରାନ ଜେମ୍ସ ଆଣ୍ଡରସନଙ୍କୁ ୫ ୱିକେଟର ସଫଳତା ମିଳିଛି।

Related posts

ଫାଇନାଲରେ ମାଲେସିଆକୁ ୫-୧ରେ ହରାଇଲା ଭାରତ, ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ଟିକେଟ୍ ପକ୍କା

Odisha Sports Bureau

ଧୋନି ଓ ବିରାଟ୍‌ ଦେଲେ ଦମଦାର ବିଜୟ

Odisha Sports Bureau

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶେଇ ଚର୍ଚ୍ଚାରେ ଭାରତୀୟ ଦଳର ଏହି ଖେଳାଳି

Odisha Sports Bureau