Hockey

ବିଶ୍ୱକପ ହକି : ଭୁବନେଶ୍ୱରରେ ଟିମ ମାଲେସିଆ

ଭୁବନେଶ୍ୱର : ବିଶ୍ୱକପ ହକି ପାଇଁ ଓଡ଼ିଶା ଆସୁଛନ୍ତି ବିଦେଶୀ ଦଳ | ଏଥି ସହିତ ଭୁବନେଶ୍ଵରରେ ପହଂଚିଛନ୍ତି ମାଲେସିଆ ହକି ଖେଳାଳି | ପୂର୍ବରୁ ଓଡିଶାରେ ଆୟୋଜକ ଭାରତ ସମେତ 4ଟି ଦଳ ପହଞ୍ଚି ସାରିଚନ୍ତି। ବିଶ୍ୱକପ ରେ ମୋଟ ୧୬ଟି ଦଳ ଭାଗ ନେଉଛନ୍ତି। ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

Related posts

ହକିବିଶ୍ୱ କପ୍ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ।

Odisha Sports Bureau

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

Odisha Sports Bureau

ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau