Football

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ବଡ ହକି ଷ୍ଟାଡିୟମ: FIH ଅଧ୍ୟକ୍ଷ ତୟାବ ଇକ୍ରମ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ଦୁନିଆର ସବୁଠାରୁ ବଡ଼ ହକି ଷ୍ଟାଡିୟମ। ବିବାଦର ଅବସାନ ଘଟାଇଲେ FIH ଅଧ୍ୟକ୍ଷ ତୟାବ ଇକ୍ରମ । ରାଜ୍ୟକୁ ଗୌଣ କରି ଦେଖାଇବାର ମାନସିକତା ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଖୋଲିଲା ଅସଲ ମୁଖା। ବିର୍ସା ମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ସେଠାରେ ବିଶ୍ବ ସ୍ତରୀୟ ବ୍ୟବସ୍ଥା କରିଛନ୍ତି । ଏଥିସହ ଷ୍ଟାଡିୟମର ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି ଏଫଆଇଏଚ ଅଧ୍ୟକ୍ଷ । ଏହି ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରମରେ ଯାଇ ଖେଳ ଦେଖିପାରିବ । ଏଫଆଇଏଚ ଅଧ୍ୟକ୍ଷଙ୍କ ଏଭଳି ମତ ପରେ ସର୍ବବୃହତ ଷ୍ଟାଡିୟମକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଜବାବ ମିଳିଛି।

Related posts

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

Odisha Sports Bureau