Uncategorized

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା କ୍ଷ ଏହି ଟୁର୍ନାମେଣ୍ଟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଗଣମାଧ୍ୟମ ପ୍ରତିନିଧି ଏକାଦଶ, ନିର୍ବାଚିତ ପ୍ରତିନିଧି ଏକାଦଶ, ପ୍ରଶାସନ ଏକାଦଶ ଓ ପୋଲିସ ପ୍ରଶାସନ ଏକାଦଶ ମଧ୍ୟରେ ଅନୁଷ୍ଠିତ କ୍ଷ ପ୍ରଥମ ମ୍ୟାଚରେ ନିର୍ବାଚିତ ପ୍ରତିନିଧି ଏକାଦଶ କୁ ହରାଇ ମିଡିଆ ଏକାଦଶ ବିଜୟ ହୋଇଥିଲା।ଦୂତୀୟ ମ୍ୟାଚରେ ପୋଲିସ ପ୍ରଶାସନ ଏକାଦଶକୁ ହରାଇ ପ୍ରଶାସନ ଏକାଦଶ ବିଜୟ ହାସଲ କରିଥିଲା। ଅପରାହ୍ନ ରେ ଫାଇନାଲ ମ୍ୟାଚରେ ମିଡିଆ ଏକାଦଶ କୁ ହରାଇ ପ୍ରଶାସନ ଏକାଦଶ ଉଇନର ହୋଇଥିଲା ଓ ମିଡିଆ ଏକାଦଶ ରନର ହୋଇଥିଲା । ସବୁଠାରୁ ବଡ ଆକର୍ଷଣ ଥିଲା ମିଡିଆ ଏକାଦଶ ଟିମ ର ବି ରାଜେଶ ସୁବୁଦ୍ଧିଙ୍କ ୟୁକେଟ କିପର ।ସର୍ବୋତ୍ତମ ବିକେଟ ରକ୍ଷକ ଭାବେ ପୁରସ୍କାର ପାଇଥିବା ସୁବୁଦ୍ଧି ମୁଖ୍ୟ ଆକର୍ଷଣ ଥିଲେ।

 

Related posts

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

Odisha Sports Bureau

ମହିଳା ୧୦୦ ମିଟର ଦୌଡର ଭାରତର ପ୍ରୀତି ପାଲ ଆଣିଲେ ବ୍ରୋଞ୍ଜ ପଦକ

Odisha Sports Bureau

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau