Uncategorized

ସୋହିନି ଓ ଆରାଧ୍ୟାଙ୍କୁ ସମ୍ବର୍ଦ୍ଧନା କଲା ଓଟିଏ

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ ରେ ସ୍ଵର୍ଣ୍ଣ ପଦକ ବିଜେତା ସୋହିନୀ ଓ ଆରାଧ୍ୟା ଙ୍କୁ ଓଡ଼ିଶା ଟେନିସ୍ ସାଙ୍ଗ ତରଫରୁ ୨୫୦୦୦ ଲେଖାଏ ଅର୍ଥ ରାଶିରେ ସମ୍ବର୍ଦ୍ଧନା କରାଯାଇଛି। ସୋହିନୀ ଓ ଆରାଧ୍ୟା ଫାଇନାଲରେ ମଧ୍ୟ ପ୍ରଦେଶର ଅମିଶି ଓ ପେହଲଙ୍କୁ ହରାଇ ଟେନିସ୍ ରେ ଓଡ଼ିଶା ପାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଏହି ଉପଲକ୍ଷେ ସଂଘ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସଂପାଦକ ସଂଜୀବ ପଣ୍ଡାଙ୍କ ସହିତ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଅତିଥି ଭାବେ ଯୋଗଦେଇ ଉଭୟ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏଥିସହିତ ପ୍ରଶିକ୍ଷକ ସୟଦ ଫର୍ହାନ୍‌ ଅଲ୍ଲୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

Related posts

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

Odisha Sports Bureau

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ

Odisha Sports Bureau