Cricket

ଭଦୋଦରାରେ ସମ୍ପନ୍ନ ହୋଇଛି ମେହା ଓ ଅକ୍ଷୟ ପଟେଲ ବିବାହ

ଭଦୋଦରା : ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ଗତକାଲି ଗତକାଲି ମେହା ପଟେଲଙ୍କ ସହ ତାଙ୍କ ବିବାହ ଭଦୋଦରାରେ ସମ୍ପନ୍ନ ହୋଇଛି । ଏହି ବିବାହ କାରଣରୁ ଭାରତୀୟ ଦଳର ଅଲରାଉଣ୍ଡର ଅକ୍ଷର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଭାଗ ନେଇ ନଥିଲେ । କିନ୍ତୁ ଭାରତିୟ କ୍ରିକେଟର ଅକ୍ଷୟ ନିଜ ବିବାହର ଫଟୋ କି ଭିଡିଓ ଶେୟାର କରିନାହାନ୍ତି । ହେଲେ ତାଙ୍କ ଫ୍ୟାନ୍ସ ଏବଂ ପ୍ରସଂଶକ ମାନେ ଟ୍ୱିଟରରେ ଫଟୋ ପୋଷ୍ଟ କରିଛନ୍ତି । ତଥ୍ୟ ଅନୁଯାୟୀ ବହୁଦିନ ଧରି ଅକ୍ଷୟ ଓ ମେହା ପ୍ରେମ ସମ୍ପର୍କରେ ଥିଲେ । ମେହା ପଟେଲ ପେଶାରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ । ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଅକ୍ଷର ପଟେଲ କ୍ରମାଗତ ଭାବେ ଭାରତୀୟ ଦଳର ଅଂଶ ରହିଆସିଛନ୍ତି। ବୋଲିଂ ପାଇଁ ଲୋକପ୍ରିୟ ଅକ୍ଷର ଇତି ମଧ୍ୟରେ ତାଙ୍କ ବ୍ୟାଟିଂ ଶୈଳୀରେ ମଧ୍ୟ ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି। ଆଉ ଏବେ ବିବାହ କରି ଅକ୍ଷୟ ବହୁ ର୍ଚ୍ଚାରେ ରହିଛନ୍ତି ।

Related posts

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ଇଣ୍ଡିଆ

Odisha Sports Bureau

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

Odisha Sports Bureau

ମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନ

Odisha Sports Bureau