Cricket

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

ଲର୍ଡସ : ଆସେସ ସିରିଜ ବେଳେ ଲର୍ଡସରେ ହଙ୍ଗାମା | ଜାରିରହିଛି ଆସେସ ସିରିଜର ଦ୍ୱିତୀୟ ମ୍ୟାଚର ଖେଳ | ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଜୋରଦାର ମୁକାବିଲା | ଲଣ୍ଡନର ଲର୍ଡସରେ ଖେଳାଯାଉଛି ଏହି ମ୍ୟାଚ | ଏହି ସମୟରେ ମ୍ୟାଚର ପ୍ରଥମ ଦିନରେ ପଡିଆରେ ହଙ୍ଗାମା ଦେଖିବାକୁ ମିଳିଥିଲ।। ଜଣେ ପ୍ରଦର୍ଶନକାରୀ ହଠାତ ପଡିଆ ମଧ୍ୟକୁ ଚାଲିଆସିଥିଲେ ଏବଂ ହାତରେ କିଛି ସାମଗ୍ରୀ ନେଇ ପିଚ ଖରାପ କରିବାକୁ ଚେଷ୍ଟା କରିଥିଲା । ହାତରେ କିଛି ରଙ୍ଗ ଧରି ପଡିଆକୁ ଆସିଥିଲେ । ତେବେ ଏହି ସମୟରେ ଇଂଲଣ୍ଡର ଖେଳାଳୀ ଜନି ବାରିଷ୍ଟୋ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିନେଇଥିଲେ । ତାଙ୍କୁ ତୁରନ୍ତ ସେ ପିଚରୁ ବାହାରକୁ ନେଇଯାଇଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ ପଡିଆକୁ ବାହାରକୁ ବାହାର କରିଦେଇଥିଲେ ।


ଜଣେ ପ୍ରଦର୍ଶନକାରୀ ପଡିଆ ମଧ୍ୟକୁ ଚାଲିଆସିବା ସହ ହାତରେ କିଛି ସାମଗ୍ରୀ ନେଇ ପିଚ ଖରାପ କରିବାକୁ ଚେଷ୍ଟା କରିଥିଲା । ନାରଙ୍ଗୀ ରଙ୍ଗର କିଛି ରଙ୍ଗ କିମ୍ବା ମାଟିକୁ ହାତରେ ଧରି ସେ ପଡିଆକୁ ଆସିଥିଲେ । ତେବେ ଏହି ସମୟରେ ଇଂଲଣ୍ଡର ଖେଳାଳୀ ଜନି ବାରିଷ୍ଟୋ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିନେଇଥିଲେ । ତାଙ୍କୁ ତୁରନ୍ତ ସେ ପିଚରୁ ବାହାରକୁ ନେଇଯାଇଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ ପଡିଆକୁ ବାହାରକୁ ବାହାର କରିଦେଇଥିଲେ ।

Related posts

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ପ୍ଲେଇଙ୍ଗ-୧୧ର କଲେ ଖୁଲାସା; ଏହି ଖେଳାଳିଙ୍କୁ ସୁଯୋଗ ଦେବ

ବୈଭବ ସୂର୍ଯ୍ୟବଂଶୀ ନମ୍ବର 1 ହେବେ କି ନାହିଁ? ନିଷ୍ପତ୍ତି ଏପ୍ରିଲ 19 ତାରିଖରେ ନିଆଯିବ

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ, ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ ରେ ପରାସ୍ତ

Odisha Sports Bureau