Cricket

ଧୋନୀଙ୍କ ମିଶନ କାଶ୍ମୀର ଯାତ୍ରା ଆରମ୍ଭ

( ଓଡ଼ିଶା ର୍ସ୍ପୋଟସ ) : ଚର୍ଚ୍ଚାରେ କ୍ରିକେଟର ମହେନ୍ଦ୍ର ସିଂ ଧୋନି । କାରଣ ଆଜି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ହାତରେ ନାଁ ଅଛି ବ୍ୟାଟ ନାଁ ଅଛି ପରୋକ୍ଷ ପକ୍ଷକୁ ହରାଇବା ପାଇଁ ରନର ଟାର୍ଗେଟ । କାରଣ ଆଜି ସେ ନଜର ଆସିଥିଲେ ସେନା ପୋଷାକରେ । କାନ୍ଧରେ ନୂଆ ଦାୟିତ୍ୱ ନେଇ ସେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ମିଶନ କାଶ୍ମୀର ପାଇଁ ସେ ଯାତ୍ରା ଆରମ୍ଭ କରିଛନ୍ତି । ଏଠାରେ ୧୦୬-ପ୍ରାଦେଶିକ ସେନାରେ ଅଗଷ୍ଟ ୧୫ ପର୍ୟ୍ୟନ୍ତ ତାଲିମ୍‌ ନେବେ। ତାଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅଓ୍ବନ୍ତୀପୋରାରେ ହେବ ବୋଲି କୁହାଯାଉଛି। ଧୋନୀ ପ୍ରାଦେଶିକ ସେନାର ପାରାଚ୍ୟୁଟ୍‌ ରେଜିମେଣ୍‌୍ଉର ଲ୍ୟୁଟନାଟ୍‌ କର୍ନେଲ ଭାବେ କାର୍ୟ୍ୟ କରୁଛନ୍ତି। କ୍ରିକେଟରେ ଚୌକା ଛକା ମାରି କ୍ରିକେଟ ପ୍ରେମୀଙ୍କ ମନ ଜିତିଥିବା ଧୋନି ଏହି ଦାୟିତ୍ୱକୁ କିପରି ତୁଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related posts

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau

ଶାହିଦ ଆଫ୍ରିଦି ଜଣେ ମିଛୁଆ, 2011 ବିଶ୍ୱକପ୍ ମ୍ୟାଚ୍ ବିଷୟରେ ଏହି ଦାବି କରିଥିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

Odisha Sports Bureau

ବୈଭବ ବଢିଆ ଜବରଦସ୍ତ ଖେଳାଳି