Cricket

ବିରଳ ସଫଳତା ଅର୍ଜନ କରିଛି ଅଷ୍ଟ୍ରେଲିଆ ମହିଳା ଦଳ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆ ମହିଳା ଦଳ ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି । ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ସହ ଡବଲ୍ ହ୍ୟାଟ୍ରିକ ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ୍ରେ ଅଷ୍ଟ୍ରେଲିଆ ପ୍ରଥମ ଥର ଫାଇନାଲ୍ ଆସିଥିବା ଦକ୍ଷିଣ ଆଫ୍ରିକାକୁ ୧୯ ରନ୍ରେ ହରାଇବା ସହ ପ୍ରଥମ ଥର ବିଶ୍ବ ମୁକୁଟ ଜିତିବା ଆଶାରେ ଥିବା ଘରୋଇ ଦକ୍ଷିଣ ଆଫ୍ରିକାର ସ୍ବପ୍ନ ଚୁରମାର୍ ହୋଇଯାଇଥିଲା । ବେଥ୍ ମୁନି ଫାଇନାଲ୍ର ଏବଂ ଆସଲେ ଗାର୍ଡନର୍ (୧୧୦ ରନ୍, ୪ ୱିକେଟ୍) ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Related posts

ଦ୍ରୁତତମ ଅଧିନାୟକ ବିରାଟ

Odisha Sports Bureau

ବର୍ଷା ହେତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ; ଅଭ୍ୟାସ କରିବାର ସୁଯୋଗ ପାଇଲାନି ଟିମ୍ ଇଣ୍ଡିଆ

Odisha Sports Bureau

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

Odisha Sports Bureau