Cricket

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ। ଗୁଜରାଟ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିଲା ।

ଏନ୍‌ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି କିମ୍ବା ବୋଲିଂରେ ଭିନ୍ନତା ଦେଖିବାକୁ ମିଳିନାହିଁ। ତେଣୁ କମ୍‌ ଗତିରେ ବୋଲିଂ କଲେ ଶୁବମନ ଗିଲ୍‌ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ବଡ଼ ପ୍ରହାର ଖାଇବାକୁ ପଡ଼ିପାରେ।

Related posts

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

Odisha Sports Bureau

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

Odisha Sports Bureau