Cricket

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

ମୁମ୍ବାଇ: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲ କରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା । ସଚିନ ହେଉଛନ୍ତି ମୁମ୍ବାଇ ପୁର୍ବତମ ଖେଳାଳୀ ସଚିନଙ୍କ ପୁଅ । ଇଣ୍ଡିଆନ ମୁମ୍ବାଇକୁ ସନରାଇଜର ଠାରୁ ଜିତିବାକୁ ୧୪ ରନ ଦରକାର ଥିଲା ।ସେତେବେଳେ ଅର୍ଜୁନ ଦମଦାର ବୋଲିଙ୍ଗ କରିଥିଲେ । ଶେଷ ଓଭରରେ ଜେତେବେଳେ ତାଙ୍କ ଉପରେ ଦାଇତ୍ୱ ଦିଆ ଯଇଥିଲା ସେତେବେଳେ ସେ ଉଇକେଡ ନେଇ ବିଜୟ ୨୦ ରନରେ ବିଜ୍ର କରାଇଥିଲେ । ଅର୍ଜୁନଙ୍କ ଏହି ପରି ବୋଲିଙ୍ଗ ଦେଖି ତାଙ୍କୁ ସୋସିଆଲ ମିଡିଆରେ ଖୁବ ପ୍ରସଂଶା କରିଛନ୍ତି । ଅଷ୍ଟ୍ରେଲିଆ ପୁର୍ବତମ କ୍ରିକେଟର ଟମ ମୁଡି ଯିଏ ଏବେ ଆଇପିଏଲର କୋଚ ଅଛନ୍ତି ସେ ମଧ୍ୟା ଅର୍ଜୁନଙ୍କ ପ୍ରସଂଶା କରିଛନ୍ତି । ମୁଡିଙ୍କ ବିଶ୍ୱାସ ଅଛି ୨୩ ବର୍ଷୀୟ ଯୁବକ ଆଗକୁ ଆହୁରି ଭଲ ଖେଳିବ । ଅର୍ଜୁନଙ୍କ ଏପରି ଖେଳ ଦେଖି ମୁମ୍ବାଇ ଇଣ୍ଡିଆନ ଟିମ କ୍ୟାପଟେନ ତାଙ୍କୁ ଆଲିଙ୍ଗନ କରି ଉତ୍ସାହିତ କରିଥିଲେ ।

Related posts

ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ଭାରତୀୟ ଦଳ

Odisha Sports Bureau

ଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସର

Odisha Sports Bureau

ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ !

Odisha Sports Bureau