Cricket

ଅଫିସିଆଲ ନୂଆ ଜର୍ସି ଉନ୍ମୋଚନ କରିଛି ରାଜସ୍ଥାନ ରୟାଲ୍ସ

୨୦୨୬ ଆଇପିଏଲ୍ ସିଜନ ପାଇଁ ରାଜସ୍ଥାନ ରୟାଲ୍ସ ତାର ଅଫିସିଆଲ ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନୂଆ ସିଜନର ନୂଆ ଜର୍ସି ଉପସ୍ଥାପନ କରାଯାଇଥିଲା । ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ଏହି ଜର୍ସିର ଫଟୋ ଅପଲୋର୍ଡ କରାଯାଇ ଲେଖାଯାଇଥିଲା, “ନୂଆ ଜର୍ସି, ପୁରୁଣା ହଲ୍ଲା ବୋଲ୍’ । ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧିନାୟକ ରିୟାନ ପରାଗ, ଷ୍ଟାର ବ୍ୟାଟ୍ସମେନ ବୈଭବ ସୂର୍ଯ୍ୟବଂଶୀ, ଲେଗ ସ୍ପିନର ରବି ବିଷ୍ଣୋଇ ଯୋଗ ଦେଇଥିଲେ । ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ଗୁଆହାଟୀରେ ୩୦ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

CAPTAIN & COACH WITH NEW RAJASTHAN ROYALS JERSEY 🩷

Related posts

ସିସି ଅଣ୍ଡର-୧୯ ଏସିଆ କପ୍ ମ୍ୟାଚରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ

Odisha Sports Bureau

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର

Odisha Sports Bureau

ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆ ପାଇଁ ୨୩୧ ରନ ବିଜୟ ଲକ୍ଷ୍ୟ

Odisha Sports Bureau