ବିରାଟ କହୋଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ପୁମା କ୍ରିକେଟ ତାର ଟୁଇଟର ହ୍ୟାଣ୍ଡେଲ ରେ ଛାଡିଛି । ଏକ ଗେମ ଖେଳୁଛନ୍ତି ଯେଉଁଠରେ ଦେଖିବାକୁ ମିଳୁଛି ବିରାଟଙ୍କ ଆଖିରେ ବ୍ଲାଇଣ୍ଡ ଫୋଲ୍ଡ କରାଯାଇଛି । ସେଠାରେ ସେ ତାଙ୍କ ଟିମ ମେମ୍ବରଙ୍କୁ ଛୁଇଁ କହିବେ ସେ କିଏ । ଏହି ଭିଡିଓରେ କେହୋଲି ଦିନେସ କାର୍ତ୍ତିକଙ୍କ ଦାଡିକୁ ଛୁଇଁ ତାଙ୍କୁ ଜାଣିଥିଲେ ସେହିପରି ମହମ୍ମଦ ସିରାଜ ଓ ଫାପ୍ ଡୁଙ୍କ ଘଣ୍ଟାରୁ ଜାଣିଥିଲେ । କିନ୍ତୁ ତାଙ୍କ ପାଇଁ ଆଗରୁ ସରପ୍ରାଇଜ ଦେବା ପାଇଁ ଭାରତୀୟ ଫୁଟବଲ ଦଳର କିପର ସୁନିଲ ଛେତ୍ରୀ ଆଗରୁ ତାଙ୍କ ଅପେକ୍ଷା । ଯେତେବେଳେ ସେ ସୁନିଲ ଛେତ୍ରୀଙ୍କୁ ଛୁିଇଁଥିଲେ ସେତେବେଳେ କହିଥିଲେ ‘ଏ କିଏ ଭାଇ ? ଏଇ ବାଳକର ଉଚ୍ଚାତା ଛୋଟ କିନ୍ତୁ ବହୁତ ସ୍ୱାସ୍ଥ୍ୟବାନ ପିଲା । ଚୁଟି ବହୁି ସକ୍ତ ଲାଗୁଛି’ । ତା ପରେ କୋହଲି ଜାଣ ପାରିଛନ୍ତି ସିଏ ହେଉଛନ୍ତି ସୁନିଲ ଛେତ୍ରୀ ।ତା ପରେ ବିରାଟ ଓ ତାଙ୍କ ଟିମ ମେମ୍ବର ଛେତ୍ରୀଙ୍କୁ ଏକ ଆରସିବି ଜର୍ସି ପ୍ରଦାନ କରିଥିଲେ ।
previous post
next post