Cricket

ଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣା

ବିସିସିଆଇ ତରଫରୁ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଭାରତୀୟ ଦଳର ଘୋଷଣା ହୋଇଛି । ବିସିସିଆଇ ଘୋଷଣା ହୋଇଥିବା ଟିମରେ ଥିବା ସମସ୍ତଙ୍କ ନାମତାଲିକା ସହ ରୋହିତଙ୍କ ଫୋଟ ସେୟାର କରିଛି । ସେହି ତାଲିକାରେରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍, ଉମେଶ ଯାଦବ, ଜୟଦେବ ଉନାଦକଟ ।

Related posts

୧୫ ବର୍ଷ ପରେ, ବିରାଟ କୋହଲିଙ୍କୁ ଏହି ଦଳରେ ପ୍ରବେଶ ମିଳିଛି

Odisha Sports Bureau

କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ

ସୁପର-୪ରେ ବର୍ଷା ସାଜିବ କି ବାଧକ?

Odisha Sports Bureau