Cricket

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

ନିକଟରେ ସୁନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ ।ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ ଭିତରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟରେ ୨୦୭ ରନ କରି ଟାର୍ଗେଟ ଦେଇଥିେ,କିନ୍ତୁ ମୁମ୍ବାଇ ୯ ୱିକେଟରେ ୧୫୨ ରନ କରି କରି ପରାସ୍ତ ହୋଇଛନ୍ତି । ମୁ୍ମ୍ବାଇ ପ୍ରଥମ ମ୍ୟଚରେ ୮ ୱିଇକେଟରେ ରାଜସ୍ଥାନକୁ ହରାଇଥିଲା । ମୁମ୍ବାଈ ଏବେ ଯାଏ ୭ଟି ମ୍ୟାଚ ଖେଳିଥିବା ବେଳେ ତିନୋଟି ମ୍ୟଚରେ ସେ ହାରିଛନ୍ତି ।ଚେନ୍ନାଇ ସୁପର କିଙ୍ଗ, ରାଜସ୍ଥାନ ରେୟାଲ ଓ ଗୁଜୁରାଟ ସୁପର ଜିଆଣ୍ଟ ଭଲ ପ୍ରଦର୍ଶନ କରୁଛି ।
ରେହିତ ଚଳିତ ଆଇପିଏଲରେ ୭ଟି ମ୍ୟଚରେ ମାତ୍ର ୧୮୧ ରନ କରିଛନ୍ତି ଏହାକୁ ନେଇ ଗାଭାସ୍କର କହିଛନ୍ତି ସତ କହିବାକୁ ଗଲେ,ରେହିତ ଏବେଯାଏ ବିରତି ନେଇ ନାହାନ୍ତି । ତେଣୁ ସେ ଏବେ ବିରତି ନେବା ଉଚିତ କାରଣ ଆଗକୁ ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଅଛି ତେଣୁ ସେ ଏବେ ଖେଳରୁ ବିରତି ନେଇ ରେଷ୍ଟ କରନ୍ତୁ । ଗାଭାଷ୍କର ଆହୁରି କହିଛନ୍ତି ରୋହିତ ବୋଧେ ଟିକେ ନିନ୍ତାରେ ଅଛନ୍ତି ।ବୋଧ ହୁଏ ସେ ବିଶ୍ୱ ଟେଷ୍ଟ ଚମ୍ପିଅନସିପକୁ ନେଇ ଚିନ୍ତାରେ ଅଛନ୍ତି । କିନ୍ତୁ ମୁଁ ବିଶ୍ୱାସ କରେ ରେହିତ ଏବେ କିଛି ସିନ ବିରତି ନିଅନ୍ତୁ ଆଇପିଏଲର ୨ରୁ୩ ଟି ମ୍ୟାଚ ଖେଳନ୍ତୁ ଆଉ ଆଗକୁ ବିଶ୍ୱ ଟେଷ୍ଟ ଚମ୍ପିଅନସିପ ପାଇଁ ଫିଟ ହୋଇଆସନ୍ତୁ ।

Related posts

୫୦୦ତମ ମ୍ୟାଚରେ କୋହଲି ରଚିଲେ ଇତିହାସ

ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ

Odisha Sports Bureau

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau