Cricket

୫୦୦ତମ ମ୍ୟାଚରେ କୋହଲି ରଚିଲେ ଇତିହାସ

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ କୁ ନେଇ ସବୁଠି ଚର୍ଚ୍ଚା । ବିରାଟ  କୋହଲିଙ୍କ କ୍ୟାରିଅରର ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ଇତିହାସ ରଚିଛନ୍ତି ବିରାଟ । ନିଜ କ୍ୟାରିଅରର ୫୦୦ତମ ଇଣ୍ଟରନ୍ୟାସନାଲ ମୁକାବିଲାରେ ଦେଖାଇଛନ୍ତି କୋହଲି।  ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୮୭ ରନ୍ କରି ନଟ୍ ଆଉଟ ରହିଥିଲେ। କୋହଲିଙ୍କ ଏହି ଦମଦାର  ବ୍ୟାଟିଂରେ ଭାରତ ପ୍ରଥମ ଦିନରେ ହିଁ ୪ଟି ଓ୍ଵିକେଟରେ ୨୮୮ ରନ ବନାଇଛି।

ଏହି ମ୍ୟାଚରେ  ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହା ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ । ତେବେ ବିରାଟଙ୍କ   ୧୧୧ତମ ଟେଷ୍ଟ୍ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ହୋଇଛି । ବିଶ୍ୱର ଦଶମ ଖେଳାଳି ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ବିରାଟ । ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ (୪୯୯)ଙ୍କୁ ଟପି କୋହଲି ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି ।

Related posts

୧୭ ବର୍ଷ ପରେ ଭାରତ ଆୟୋଜନ କରୁଛି ଟୁର୍ଣ୍ଣାମେଣ୍ଟ, ପଦକ ହାସଲ ଲକ୍ଷରେ ସିନ୍ଧୁ

Odisha Sports Bureau

ସିଡ଼ନୀରେ ନବବର୍ଷ ପାଳନ କଲେ ବିରୁଷ୍କା

Odisha Sports Bureau

ରୋହିତ, କୋହଲିଙ୍କ କଟିପାରେ ଦରମା, ଏଣିକି ପାଇବେ କମ ଟଙ୍କା

Odisha Sports Bureau